ଯଜ୍ଞକୀଳକ J̄ajn̄a kīḻaka

  • ସଂ. ବି (ମ. ପ. ଲୋ) — ଯେଉଁ ଖୁଣ୍ଟରେ ଯଜ୍ଞରେ ଦିଆଯିବା ବଳି ବନ୍ଧା ହୁଏ — A post to which a sacrificial victim is fastened