ଯଜ୍ଞ ବରାହ J̄ajn̄a barāha

  • ସଂ. ବି. (ମ. ପ. ଲୋ) — ବିଷ୍ଣୁ — A name of Bishṇu
  • ସଂ. ବି. (ମ. ପ. ଲୋ) — [ଦ୍ର—ପୁରାଣରେ କଥିତ ଅଛି ଯେ, ବିଷ୍ଣୁ ବରାହ ଅବତାର ପରେ ନିଜ ଶରୀରକୁ ତ୍ୟାଗ କଲା ବେଳେ ତାହାଙ୍କର ଭିନ୍ନ ଭିନ୍ନ ଅଙ୍ଗରୁ ଯଜ୍ଞର ସାମଗ୍ରୀମାନ ନିର୍ମିତ ହୋଇଥିଲା—ହି. ଶ]