ଯଜ୍ଞ ଡିମ୍ବିରି J̄ajn̄a dimbiri

  • ଦେ. ବି. (ସଂ. ଯଜ୍ଞୋଦୁମ୍ବର) — ଏକ ପ୍ରକାର ବଡ଼ ଡିମ୍ବିରି — A kind of fig
  • ଦେ. ବି. (ସଂ. ଯଜ୍ଞୋଦୁମ୍ବର) — [ଦ୍ର— ଏହା ଔଷଧରେ ଲାଗେ ଓ ଏହାର କାଠ ସମିଧ ରୂପେ ହୋମରେ ଲାଗେ।]