ଯଜ୍ (ଧାତୁ) J̄aj (root)

  • ସଂ — ଦେବତାଙ୍କୁ ପୂଜା କରିବା — To worship a Deity
  • ସଂ — ସଙ୍ଗ କରିବା — To associate with
  • ସଂ — ଦାନ କରିବା — To present; to give
  • ସଂ — ଯାଗ କରିବା — To offer; to sacrifice