ଯଜୁର୍ବେଦୀ J̄ajurbedī
- ସଂ. ବିଣ (ଯଜୁସ୍+ବେଦ+କର୍ତ୍ତୃ ଇନ୍) — ଯଜୁର୍ବେଦ ସମ୍ବନ୍ଧୀୟ — Relating to J̄ajurbeda
- ସଂ. ବିଣ (ଯଜୁସ୍+ବେଦ+କର୍ତ୍ତୃ ଇନ୍) — ଯଜୁର୍ବେଦାଧ୍ୟାଯୀ — Studying the J̄jurbeda
- ବି — ଯଜୁର୍ବେଦାଧ୍ୟାଯୀ ବ୍ରାହ୍ମଣ — A Brāhmaṇa learned in the J̄ajurbeda
- ବି — ଯଜୁର୍ବେଦୋକ୍ତ କ୍ରିୟାକାଣ୍ଡର ଅନୁଷ୍ଠାତା ବ୍ରାହ୍ମଣ — A Brāhmaṇa who follows the rituals of the J̄ajurbeda