ଯଚେଇ କରିବା J̄achei karibā
- ଦେ. କ୍ରି — କୌଣସି ଦ୍ରବ୍ୟକୁ ବଜାରରେ ଏକାଧିକ ସ୍ଥାନରେ ଦେଖାଇ ତହିଁର ମୂଲ୍ୟ ବା ସ୍ୱରୂପ ଜାଣିବା — To have a thing tested in the market to ascertain its value and quality
- ଦେ. କ୍ରି — ସ୍ୱର୍ଣ୍ଣାଦିର ମୂଲ୍ୟ ଓ ପ୍ରକାର ନିରୂପଣ କରିବା — To test a pice of gold as to its value and quality