ଯକ୍ଷ୍ୟମାଣ J̄akshyamāṇa

  • ସଂ. ବିଣ. ପୁଂ (ଯକ୍ଷ୍ ଧାତୁ+କର୍ତ୍ତୃ. ଆନ) — ପୂଜା କରଣେଚ୍ଛୁ — Desiring to worship; bent on worshipping
  • ସଂ. ବିଣ. ପୁଂ (ଯକ୍ଷ୍ ଧାତୁ+କର୍ତ୍ତୃ. ଆନ) — ପୂଜାରେ ନିଯୁକ୍ତ — Engaged in worshipping