ଯକ୍ଷ୍ମା J̄akshmā

  • ସଂ. ବି (ଯକ୍ଷ ଧାତୁ=ପୂଜା କରିବା+ଅଧିକରଣ. ମନ୍) — କ୍ଷୟକାଶ ରୋଗ — Tuberculosis; Consumption; pulmonary disease; pthisis
  • ସଂ. ବି (ଯକ୍ଷ ଧାତୁ=ପୂଜା କରିବା+ଅଧିକରଣ. ମନ୍) — [ଦ୍ର—ରାଜ ଯକ୍ଷ୍ମା—ସଂ. ବି. ମାରାତ୍ମକ କ୍ଷୟକାଶ ରୋଗ।]