ଯକ୍ଷିଣୀ J̄akshiṇī

  • ସଂ. ବି. ସ୍ତ୍ରୀ (ପକ୍ଷ+ଈ) — କୁବେର ପତ୍ନୀ — The wife of Kubera
  • ସଂ. ବି. ସ୍ତ୍ରୀ (ପକ୍ଷ+ଈ) — ଯକ୍ଷସ୍ତ୍ରୀ; ବିଦ୍ୟାଧରୀ — A J̄aksha woman
  • ସଂ. ବି. ସ୍ତ୍ରୀ (ପକ୍ଷ+ଈ) — ପିଶାଚୀ — A female fiend
  • ସଂ. ବି. ସ୍ତ୍ରୀ (ପକ୍ଷ+ଈ) — ଜୈନମାନଙ୍କ ପୂଜିତା ଦେବୀ ବିଶେଷ — A female Deity worshipped by the J̄a̲i̱nas
  • ସଂ. ବି. ସ୍ତ୍ରୀ (ପକ୍ଷ+ଈ) — ସାଧକ ପୁରୁଷ ମାନଙ୍କ ସହବାସକାରିଣୀ ଦେବଯୋନି ବିଶେଷ — A sylph or fairy holding intercourse with mortals (Apte)
  • ସଂ. ବି. ସ୍ତ୍ରୀ (ପକ୍ଷ+ଈ) — (ଦ୍ର—ଯେଉଁ ବ୍ୟକ୍ତି ଯକ୍ଷିଣୀ—ସାଧନା କରି ସିଦ୍ଧ ହୁଅନ୍ତି ସେ ଯକ୍ଷିଣୀକୁ ଆପଣା ସ୍ତ୍ରୀରୂପେ ଭୋଗ କରନ୍ତି।)
  • ଦେ. ବିଣ. ସ୍ତ୍ରୀ — କୃପଣା — Miserly (woman)