ଯକ୍ଷାବାସ J̄akshābāsa

  • ସଂ. ବି ( 6 ଷ୍ଠୀ ତତ୍; ଏଥିରେ ଯକ୍ଷମାନେ ବାସ କରୁଥିବାରୁ — ଡିମ୍ବିରି ଗଛ — The fig tree
  • ସଂ. ବି ( 6 ଷ୍ଠୀ ତତ୍; ଏଥିରେ ଯକ୍ଷମାନେ ବାସ କରୁଥିବାରୁ — ଅଶ୍ୱତ୍ଥ ଗଛ — The religious fig tree