ଯକ୍ଷରାତ୍ରୀ J̄aksha rātri

  • ସଂ. ବି — କାର୍ତ୍ତିକ ପୂର୍ଣ୍ଣମାର ରାତ୍ରି — The night of the fullmoon of the month of Kārttika
  • ସଂ. ବି — [ଦ୍ର—ଏହି ରାତ୍ରିରେ ଯକ୍ଷମାନ ପୃଥିବୀର ଇତସ୍ତତଃ ବିଚରଣ କରିବା ଶାସ୍ତ୍ରରେ ଲେଖାଅଛି।]