ଯକ୍ଷଗ୍ରହ J̄akshagraha

  • ସଂ. ବି ଓ ବଣ. ପୁଂ (ଯକ୍ଷ+ଗ୍ରହ ଧାତୁ+କର୍ମ. ଅ) — ଯେଉଁ ବ୍ୟକ୍ତିକୁ ଯକ୍ଷ ବା ଭୂତ ଲାଗିଅଛି — A person possessed by J̄akshas or evil spirits (Apte)