ଯକୃଦ୍ବୈରୀ J̄akṛud bairī

  • ସଂ. ବି.—( 6 ଷ୍ଠୀ ତତ୍; ଯକୃତ୍+ବୈରୀ; ଏହା ଯକୃଦ୍ରୋଗରେ ଉପକାରୀ) — ରୋହିତକ ବୃକ୍ଷ (ଏହା ଶ୍ୱେତ ଓ ରକ୍ତ ଭେଦରେ ଦୁଇ ପ୍ରକାର) — The Indian redwood (tree); Soymida febrifuga; Andersonia rohitaka