ମୟୂରପଦକ Mayūra padaka

  • ସଂ. ବି (ମୟୂର ପଦ+ସାଦୃଶ୍ୟାର୍ଥେ. କ) — ଶୃଙ୍ଗାର ସମୟରେ ସ୍ତ୍ରୀ ପୁରୁଷଙ୍କର ଅନ୍ଯୋଽନ୍ୟ ଶରୀରରେ ପ୍ରଦତ୍ତ ନଖାଘାତର ଚିହ୍ନ — The marks made with the nails on the body of a man or woman during amorous intercourse