ମୟୂରଡିମ୍ବିଆ Mayūra dimbiā

  • ପ୍ରାଦେ. [ଗଡ଼ଜାତ] ବି. (ସଂ. ମୟୂର+ଡିମ୍ବ; ଏହାର ଆକାର ମୟୂରର ଡିମ୍ବପରି ହେବାରୁ) — ଏକ ପ୍ରକାର ବଡ଼ ମୁଣ୍ଡବାଲା ଛତୁ — A kind of mushroom with a big ball at the top