ମୟୂର ସିଂହାସନ Mayūra ṡiṁhāsana

  • ସଂ. ବି—(ଆଧୁନିକ; ମୟୂର ଚିହ୍ନିତ ସିଂହାସନ ମ. ପ. ଲୋ. କର୍ମଧା) — ମୋଗଲ ବାଦସାହ ଜାହାଙ୍ଗୀରଙ୍କର ଦିଲ୍ଲିରେ ନିର୍ମିତ ମୟୂରାକୃତି ରତ୍ନ ସିଂହାସନ — A throne in the shape of a peacock built by the Mohghal Emperor Jehangir at Delhi