ମୟୂର ଶିଖା Mayūra ṡikhā

  • ସଂ. ବି — ( 6 ଷ୍ଠୀ ତତ୍)— ମୟୂର ଚୂଡ଼ା; ମୟୂରର ମୁଣ୍ଡ ଉପରେ ବାହାରି ଥିବା କ୍ଷୁଦ୍ରର ପକ୍ଷଗୁଚ୍ଛ — (6ଷ୍ଠୀ ତତ୍)— ମୟୂର ଚୂଡ଼ା; ମୟୂରର ମୁଣ୍ଡ ଉପରେ ବାହାରି ଥିବା କ୍ଷୁଦ୍ରର ପକ୍ଷଗୁଚ୍ଛ— The tuft of feather on the head of a peacock
  • ସଂ. ବି — (ବହୁବ୍ରୀହି) ପୁଷ୍ପ— ଶାକ ବିଶେଷ — Cockscomb (plant); Celosia Crestata
  • ସଂ. ବି — [ଦ୍ର—ଏହି ଗୁଳ୍ମ ନାଲି ଖଡ଼ା ବା ଡେଙ୍ଗା କୋଶଳା ଶାଗ ପରି ଦେଖା— ଯାଏ । ଏଥିର ନାଲି ପୁଷ୍ପମଞ୍ଜରୀ ଚେପଟା ହୋଇ କୁକୁଡ଼ାର ବା ମୟୂରର ଚୁଳ ପରି ଦେଖାଯାଏ । ଏଥିର ଫୁଲ ଛୋଟ, ନାଲି ଓ ପଞ୍ଚଦଳ । ଏକ ଜାତୀୟ ଗଛର ମଞ୍ଜରୀ ଓ ଫୁଲ ନାଲି, ଅନ୍ଯ ଏକ ଜାତିର ଧଳା । ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁ, ମଧୁର ରସ ଓ ପିତ୍ତ, କଫ, ଅତିସାର, ମୂତ୍ରକୃଚ୍ଛ ଓ ବାଳରୋଗ ନାଶକ । ବୈଦ୍ଯକ ଗ୍ରନ୍ଥରେ ଏହା ଗୁଡ଼ୁତ୍ୟାଦି ବର୍ଗର ଅନ୍ତର୍ଗତ । (ଦ୍ରବ୍ଯଗୁଣ; ଯୋଗେଶ୍ଚନ୍ଦ୍ର)]