ମୟୂର ଲଞ୍ଜା Mayūra nan̄jā

  • ଦେ. ବି — ମୟୂରପୁଚ୍ଛ — Peacock's tail
  • ଦେ. ବି — ପଶ୍ଚିମ ଦିଗରେ ମେଘରେ ସମୟେ ସମୟେ ଦେଖାଯିବା ମୟୂରପୁଚ୍ଛାକୃତି ଚିତ୍ର; ରୋହି (ଇନ୍ଦ୍ରଧନୁ ପରି) — A kind of rain- bow in the shape of a peacock's tail