ମୟୂର ଧ୍ୱଜ Mayūra dhwaja
- ସଂ. ବି (ମୟୂର+ଧଜ ବହୁବ୍ରୀହି) — ମୟୂରଭଞ୍ଜର ପୂର୍ବତନ ରାଜବଂଶର ଉପାଧି — The title of the ancient kings of Mayūrbhanj
- ସଂ. ବି (ମୟୂର+ଧଜ ବହୁବ୍ରୀହି) — [ଦ୍ର—ମୟୂରଧ୍ୱଜ ରାଜବଂଶ ଗର୍ବ ଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ବର୍ତ୍ତମାନ ରାଜବଂଶର ନାମ 'ମୟୂରଭଞ୍ଜ' ହୋଇଅଛି ।]