ମୟୂର ଚୂଳିଆ Mayūra chūḻiā

  • ଦେ. ବିଣ (ସଂ. ମୟୂର ଚୁଳଧାରୀ) — ଯେ ମୟୂର ଚୂଳ ମୁଣ୍ଡରେ ପିନ୍ଧିଥାଏ — Decorated with a bunch of peacock's tail- feather on the head
  • ଦେ. ବି. — ଈଶର ଜଟା (ଦେଖ) — Īṡra jatā (See)
  • ଦେ. ବି. — ଶ୍ରୀକୃଷ୍ଣ — An epithet of Ṡrīkṛushṇa