ମୟୂର ଗୁଣା Mayūra guṇā

  • ଦେ. ବି (ବଣିଆ ଶବ୍ଦ) — ସ୍ତ୍ରୀମାନଙ୍କର ଡାହାଣ ନାକ— ପୁଡ଼ାରେ ପିନ୍ଧାଯିବା ଗୁଣା; ଯେଉଁ ଗୁଣା ବିସ୍ତାରିତ ପୁଚ୍ଛ ମୟୂରର ଆକୃତି ପରି ନିର୍ମିତ ହୋଇଥାଏ — A nose ornament representing a dancing peacock