ମୟୂଖୀ Mayūkhī

  • ସଂ. ବି—(ମୟୂଖ+ଇନ୍; 1 ମା. 1 ବ) — ପ୍ରାଚୀନ ଭାରତର ଯୁଦ୍ଧାସ୍ତ୍ର ବିଶେଷ (ହି. ଶବ୍ଦସାଗର) — 1. A weapon of offence and defence of ancient India; a cudgel about 5 ft. long; to the top of which was attached a bunch of tinkling bells
  • ସଂ. ବି—(ମୟୂଖ+ଇନ୍; 1 ମା. 1 ବ) — [ଦ୍ର— ଏହା ପୁରୁଷର ଉଚ୍ଚତା ପ୍ରମାଣ ଦୀର୍ଘ ଯଷ୍ଟିବିଶେଷ; ଏହାର ଅଗ୍ରରେ କିଙ୍କିଣ ଗୁଡ଼ିଏ ଲାଗିଥାଏ । ଏହା ଝୁମୁକୀ ବାଡ଼ି ଭଳି ଓ ଏଥିରେ ମୁଠା ଲାଗି ଥାଏ । ଏହାର କାର୍ଯ୍ୟ 5 ପ୍ରକାର:—ଆଘାତ, ପ୍ରତିଘାତ, ବିଘାତ, ପରିମୋଚନ ଓ ଅଭିଦ୍ରବଣ ।] — [ଦ୍ର— ଏହା ପୁରୁଷର ଉଚ୍ଚତା ପ୍ରମାଣ ଦୀର୍ଘ ଯଷ୍ଟିବିଶେଷ; ଏହାର ଅଗ୍ରରେ କିଙ୍କିଣ ଗୁଡ଼ିଏ ଲାଗିଥାଏ ଏହା ଝୁମୁକୀ ବାଡ଼ି ଭଳି ଓ ଏଥିରେ ମୁଠା ଲାଗି ଥାଏ ଏହାର କାର୍ଯ୍ୟ5ପ୍ରକାର:—ଆଘାତ, ପ୍ରତିଘାତ, ବିଘାତ, ପରିମୋଚନ ଓ ଅଭିଦ୍ରବଣ ]
  • ସଂ. ବିଣ. ପୁଂ — ଉଜ୍ଜ୍ୱଳ; ଜ୍ୟୋତିର୍ମୟ — Radiant; brilliant