ମୟାନ୍ Mayān
- ଦେ. ବି—(ସଂ. ମଥନୋତ୍ଥ=ଘିଅ; ବା ସଂ. ମର୍ଦ୍ଦନ; ବା ସଂ. ମଦନ=ମହଣ) — କଚୁରି, ନିମ୍କି, ରୁଟି ଓ ଲୁଚି ଆଦି ତିଆରି କରିବା ପାଇଁ ଅଟାରେ ବା ମଇଦାରେ ପାଣି ମିଶାଇ ଦଳିବା ପୂର୍ବରୁ ଶୁଖିଲା ଅଟାରେ ବା ମଇଦାରେ ଦିଆଯିବା ଘିଅ; ଭିତିରି ଘିଅ — The leaven of ghee mixed with flour before it is kneaded into dough for making bread etc
- ଦେ. ବି—(ସଂ. ମଥନୋତ୍ଥ=ଘିଅ; ବା ସଂ. ମର୍ଦ୍ଦନ; ବା ସଂ. ମଦନ=ମହଣ) — [ଦ୍ର—ମଇଦା ଆଦିରେ ମୟାନ୍ ଦିଆ ଗଲେ ତହିଁରେ ପ୍ରସ୍ତୁତ ପୁରୀ, ଲୁଚି ଓ ନିମିକି ଆଦି ଖୁବ୍ ମସକା ଓ ମୁଡ଼ୁ— ମୁଡ଼ିଆ ହୁଏ ।]