ମୟାନ୍ଦାର Mayān-dār

  • ଦେ. ବି — ଯେଉଁ ଲୁଚି ଆଦିର ଖଳି ଚକଟା ହେବା ପୂର୍ବରୁ ଅଟାରେ ଭିତିରି ଘିଅ ଦିଆ ଯାଇଥାଏ — (bread or other cake) In which ghee had been added to the flour before kneading