ମଢ଼ିଆ ପଣ୍ଡା Maṟḍ̠ẖiā paṇḍā

  • ଦେ. ବି (ସହଚର ଶବ୍ଦ) — ନୀଚ ଶ୍ରେଣୀୟ ବ୍ରାହ୍ମଣ — Brāhmaṇa of an inferior caste
  • ଦେ. ବି (ସହଚର ଶବ୍ଦ) — [ଦ୍ର—ମଢ଼ିଆ ପଣ୍ଡାଙ୍କ ଘରେ ଉଚ୍ଚ ଶ୍ରେଣୀୟ ଶାସନୀ ବ୍ରାହ୍ମଣମାନେ ଖାଆନ୍ତି ନାହିଁ କିମ୍ବା ବିବାହ ସମ୍ବନ୍ଧ କରନ୍ତି ନାହିଁ। ଏମାନେ ଅଶ୍ରୋତ୍ରିୟ ବ୍ରାହ୍ମଣଙ୍କର ତିନିଗୋଟି ଶ୍ରେଣୀ ମଧ୍ୟରୁ ନିକୃଷ୍ଟ ଶ୍ରେଣୀର ଅନ୍ତର୍ଗତ। କୃପାସିନ୍ଧୁ—ଇତିହାସ।]