ମଡ଼ାକଢ଼ା ଭାଇ Maṟḍ̠ākaṟḍ̠ẖābhāi
- ଦେ. ବି — ମୃତ ବ୍ୟକ୍ତିର ଗ୍ରାମବାସୀ ଯେଉଁ କୁଟୁମ୍ବ ବା ବନ୍ଧୁମାନେ ଉକ୍ତ ବ୍ଯକ୍ତିର ଶବକୁ ଶ୍ମଶାନକୁ ନିଅନ୍ତି ବା ଶ୍ମଶାନ ଯାତ୍ରାବେଳେ ଶବର ଅନୁଗମନ କରନ୍ତି; ଶବବାହକ ବାନ୍ଧବଗଣ — Agnates, neighbours and relatives who (according to the caste and social grade of the deceased) carry his deadbody and accompany a person's funeral procession
- ଦେ. ବି — [ଦ୍ର—ଏଥିପାଇଁ ଶ୍ଳୋକରେ ଅଛି:—ରାଜଦ୍ୱାରେ ଶ୍ମଶାନେଚ ଯସ୍ତିଷ୍ଟତି ସବାନ୍ଧବଃ।]