ମଡ଼ା ଭଉଁରିଆ Maṟḍ̠ā bhauñriā

  • ଦେ. ବି — ଜମିକୁ ଆଉ ଥରେ ମାପ କରି ସାବକ ଭଉଁରିଆ ସଙ୍ଗେ ମେଳ ବା ଅମେଳ ଥିବା ବିଷୟ ଦେଖିବା ଉଦ୍ଦେଶ୍ୟରେ ତିଆର କରା ଭଉଁରିଆ — Revised fieldbook; remeasurement field books