ମଡ଼ା କଢ଼ା Maṟḍ̠ā kaṟḍ̠ẖā
- ଦେ. ବିଣ — ଶବବାହକ; ଯେଉଁ ଲୋକମାନେ ଶବକୁ ଘରୁ କାଢ଼ି ଶ୍ମଶାନକୁ ନିଅନ୍ତି କିମ୍ବା ଶବ ଶ୍ମଶାନକୁ ନିଆ ଗଲାବେଳେ ଶବ ସଙ୍ଗେ ଯାଆନ୍ତି — (Persons) Carrying the dead body to the cremation ground or accompanying the corpse to the cremation ground in funeral procession