ମଡ଼ ମଡିଆ Maṟḍ̠a maṟḍ̠iā

  • ଦେ. ବିଣ (ଧ୍ୱନ୍ୟନୁକରଣ) — ଭଙ୍ଗପ୍ରବଣ — Fragile
  • ଦେ. ବିଣ (ଧ୍ୱନ୍ୟନୁକରଣ) — ରୁଗ୍ଣ ଓ ଦୁର୍ବଳ — Weak and lean (on account of illness)
  • ଦେ. ବିଣ (ଧ୍ୱନ୍ୟନୁକରଣ) — (ପତ୍ର ଆଦି) ଶୁଖିଯିବାରୁ ଭଙ୍ଗପ୍ରବଣ — Dried and become crisp (said of leaves etc)