ମ୍ୟୁଟିନି Myuṭini

  • ବୈଦେ. ବି (ଇଂ) — ମିଉଟିନି (ଦେଖ) — Miuṭini (See)
  • ବୈଦେ. ବି (ଇଂ) — [ଉ—ସିପାହି ମ୍ୟୁଟିନି= 1857 ସାଲରେ ଭାରତରେ ଇଂରେଜ ଶାସନ ବିରୁଦ୍ଧରେ ସିପାହି ବିଦ୍ରୋହ।] — [ଉ—ସିପାହି ମ୍ୟୁଟିନି=1857ସାଲରେ ଭାରତରେ ଇଂରେଜ ଶାସନ ବିରୁଦ୍ଧରେ ସିପାହି ବିଦ୍ରୋହ]