ମ୍ୟାଜିଷ୍ଟ୍ରେଟ Myājishṭreṭ
- ଦେ. ବି. (ଇଂ) — ଫୌଜଦାରି ମକଦମାର ବିଚାରକ ହାକିମ — Magistrate
- ଦେ. ବି. (ଇଂ) — [ଦ୍ର—ଭିନ୍ନ ଭିନ୍ନ କାର୍ଯ୍ୟ ଅନୁସାରେ ଭିନ୍ନ ଭିନ୍ନ ଶ୍ରେଣୀର ମାଜିଷ୍ଟ୍ରେଟ୍ ଅଛନ୍ତି। ଯଥା—ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍, ସବ୍ଡିଭିଜନ୍ ମାଜିଷ୍ଟ୍ରେଟ୍, ଡେପୁଟି ମାଜିଷ୍ଟ୍ରେଟ୍, ସବ୍ଡେପୁଟି ମାଜିଷ୍ଟ୍ରେଟ୍, ସବ୍ ମାଜିଷ୍ଟ୍ରେଟ୍. ଆସିଷ୍ଟାଣ୍ଟ୍ ମାଜିଷ୍ଟ୍ରେଟ୍ ଜଏଣ୍ଟ ମାଜିଷ୍ଟ୍ରେଟ୍ ପ୍ରେସିଡେନ୍ସି ମାଜିଷ୍ଟ୍ରେଟ୍, ଭିଲେଜ୍ ମାଜିଷ୍ଟ୍ରେଟ୍ ପୋଲିସ୍ ମାଜିଷ୍ଟ୍ରେଟ୍। ମାଜିଷ୍ଟ୍ରେସୀ= ମାଜିଷ୍ଟ୍ରେଟଙ୍କ ଅଫିସ।]