ମ୍ୟାକ୍ସ୍ ମୁଲ୍ଲର୍ Myāks mullar
- ବୈଦେ. ବି. (ନାମ) (ଇଂ. ମାକ୍ସ ମୁଲ୍ଲର୍) — ସୁପ୍ରସିଦ୍ଧ ଭାଷାବିଜ୍ଞାନବେତ୍ତା ସ୍ୱର୍ଗୀୟ ଜର୍ମାନ୍ ପଣ୍ଡିତ — The late Dr. Friedrich Max Muller
- ବୈଦେ. ବି. (ନାମ) (ଇଂ. ମାକ୍ସ ମୁଲ୍ଲର୍) — [ଦ୍ର—ଏହାଙ୍କର ଭାରତବର୍ଷ ପ୍ରତି ପ୍ରଗାଢ଼ ଅନୁରାଗ ଥିଲା। ଏ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରି— ଥିଲେ ଏବଂ ଅନେକ ଗ୍ରନ୍ଥ ପ୍ରଣୟନ କରିଥିଲେ। 1823 ରେ ଜନ୍ମଗ୍ରହଣ କରି 1900 ରେ ମାନବଲୀଳା ସମ୍ବରଣ କରିଥିଲେ।] — [ଦ୍ର—ଏହାଙ୍କର ଭାରତବର୍ଷ ପ୍ରତି ପ୍ରଗାଢ଼ ଅନୁରାଗ ଥିଲା ଏ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରି— ଥିଲେ ଏବଂ ଅନେକ ଗ୍ରନ୍ଥ ପ୍ରଣୟନ କରିଥିଲେ1823ରେ ଜନ୍ମଗ୍ରହଣ କରି1900ରେ ମାନବଲୀଳା ସମ୍ବରଣ କରିଥିଲେ]