ମ୍ଳେଚ୍ଛିତ Mḻechchhita

  • ସଂ. ବି—(ମ୍ଳେଚ୍ଛ ଧାତୁ+ଭାବ. ତ) — ମ୍ଳେଚ୍ଛ ଭାଷା — Language of foreigners and barbarians
  • ସଂ. ବି—(ମ୍ଳେଚ୍ଛ ଧାତୁ+ଭାବ. ତ) — ଅବ୍ୟାକରଣିକ ଭାଷା — An ungrammatical speech
  • ବିଣ. — ଅଶୁଦ୍ଧଭାବରେ ଉଚ୍ଚାରିତ — Spoken incorrectly