ମ୍ଳେଚ୍ଛ ଜାତି Mḻechchha jāti

  • ସଂ. ବି — ଗୋମାଂସଖାଦକ, ବହୁବିରୁଦ୍ଧଭାଷକ, ସଦା— ଚାରବିହୀନ, ପ୍ରାଚୀନ ଜାତିଗଣ — A generic name for barbarians and wild tribes who were beef eaters and were speaking jargon and addicted to vice and sinful practices
  • ସଂ. ବି — [ଦ୍ର—ପ୍ରାଚୀନ ହିନ୍ଦୁମାନେ ବିଦେଶୀୟ ଓ ଅନ୍ଯ ଧର୍ମାବଲମ୍ବୀ ଜାତିମାନଙ୍କୁ ମ୍ଳେଚ୍ଛ ଜାତିରୂପେ ପରିଗଣିତ କରୁଥିଲେ। ମହାଭାରତରେ କାମ୍ବୋଜ, ଶକ, ଶବର ବର୍ବରଆଦିଙ୍କୁ ମ୍ଳେଚ୍ଛ ଜାତି ବୋଲି ଉଲ୍ଲେଖ କରାଯାଇ ଅଛି। ମହାଭାରତ. ଦ୍ରୋଣ।]