ମ୍ଳିଷ୍ଟ

  • ସଂ. ବିଣ.—(ମ୍ଳେଜ୍ ଧାତୁ=ଅଶୁଦ୍ଧ ବା ଅସ୍ପଷ୍ଟ କଥା କହିବା+କର୍ମ.ତ) — ଅସ୍ପଷ୍ଟ — Indistinct
  • ସଂ. ବିଣ.—(ମ୍ଳେଜ୍ ଧାତୁ=ଅଶୁଦ୍ଧ ବା ଅସ୍ପଷ୍ଟ କଥା କହିବା+କର୍ମ.ତ) — ଅବ୍ୟକ୍ତ; ଅସ୍ଫୁଟ — Inarticulate
  • ସଂ. ବିଣ.—(ମ୍ଳେଜ୍ ଧାତୁ=ଅଶୁଦ୍ଧ ବା ଅସ୍ପଷ୍ଟ କଥା କହିବା+କର୍ମ.ତ) — ମ୍ଲାନ — pale; languid
  • ସଂ. ବିଣ.—(ମ୍ଳେଜ୍ ଧାତୁ=ଅଶୁଦ୍ଧ ବା ଅସ୍ପଷ୍ଟ କଥା କହିବା+କର୍ମ.ତ) — ଅପ—ନୀତ — Removed
  • ବି—(+ଭାବ. ତ) — ଅସ୍ପଷ୍ଟ କଥା — Indistinct words; jargon