ମ୍ଳାନିବା Mḻāānibā

  • ଦେ. (ପଦ୍ଯ) କ୍ରି—(ସଂ. ମ୍ଳାନ) — ମ୍ଳାନ କରିବା; ହୀନ—ପ୍ରଭ କରିବା — To turn anything pale; to tarnish
  • ଦେ. (ପଦ୍ଯ) କ୍ରି—(ସଂ. ମ୍ଳାନ) — [ଉ—ଯା ଝଟକ କେବେ ଲବେ ନ ପାରର ମ୍ଳାନି କ୍ରୂର କାଳ। ରାଧାନାଥ. ମହାଯାତ୍ରା।]