ମ୍ରିୟମାଣ Mriyamāṇa

  • ସଂ. ବିଣ. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆନ) — ମୃତପ୍ରାୟ; ମଲା ପରି — Moribond
  • ସଂ. ବିଣ. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆନ) — ଆସନ୍ନ ମୃତ୍ୟୁ — Dying
  • ସଂ. ବିଣ. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆନ) — ଅବସନ୍ନ — Worne out; exhausted
  • ସଂ. ବିଣ. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆନ) — ଅତି ଦୁଃଖିତ — Very sad; dejected
  • ସଂ. ବିଣ. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆନ) — ଅତି ଲଜ୍ଜିତ — Much ashamed; abashed