ମ୍ରକ୍ଷ୍ (ଧାତୁ) Mraksh (root)

  • ସଂ. — ବୋଳିବା; ମାଖିବା — To smear; to annoint
  • ସଂ. — ଏକତ୍ର ମିଶାଇବା — , To mix together
  • ସଂ. — ସଂଗ୍ରହ କରିବା — To collect
  • ସଂ. — ଅଶୁଦ୍ଧ କହିବା — To speak incorrectly