ମ୍ରକ୍ଷଣ Mrakhaṇa

  • ସଂ. ବି. (ମ୍ରକ୍ଷ୍ ଧାତୁ+ଭାବ. ଅନ) — ବୋଳିବା; ମାଖିବା; ଲେପିବା — Smearing; annointing
  • ସଂ. ବି. (ମ୍ରକ୍ଷ୍ ଧାତୁ+ଭାବ. ଅନ) — ଏକାଧିକ ବସ୍ତୁର ମିଶ୍ରଣ — Mixing up of many things