ମୌର୍ଦ୍ଧୀ Ma̲u̲rddhi
- ସଂ. ବି (ମୁର୍ଦ୍ଧା=ମୁରଗା ଗଛ+ସମ୍ବନ୍ଧାର୍ଥେ.ଈ) — ଧନୁର୍ଗଣ (ଏହା ମୁରୁଗାର ସୂତ୍ରରେ ତିଆରି ହୁଏ) — The string of a bow
- ସଂ. ବି (ମୁର୍ଦ୍ଧା=ମୁରଗା ଗଛ+ସମ୍ବନ୍ଧାର୍ଥେ.ଈ) — ବୃତ୍ତର ଜ୍ୟା — The chord of an arc
- ସଂ. ବି (ମୁର୍ଦ୍ଧା=ମୁରଗା ଗଛ+ସମ୍ବନ୍ଧାର୍ଥେ.ଈ) — କୁଆମଇତା (କବିରାଜ ହରେକୃଷ୍ଣ ମିଶ୍ରଙ୍କ ପ୍ରଣୀତ 'ଦ୍ରବ୍ଯଗୁଣ') — A kind of kitchen fruit; Cephalandra India
- ସଂ. ବି (ମୁର୍ଦ୍ଧା=ମୁରଗା ଗଛ+ସମ୍ବନ୍ଧାର୍ଥେ.ଈ) — ଅଜଶୃଙ୍ଗୀ (ଦେଖ) — Ajaṡṛuṅgī (See)
- ବିଣ — ମୂର୍ଦ୍ଧାତୃଣ ସମ୍ବନ୍ଧୀୟ — Relating to Mūrdhā grass