ମୋଡ଼ି ହେବା Moṟḍ̠i hebā

  • ଦେ. କ୍ରି — ମୋଡ଼ିଛୋଡ଼ି ହେବା (ଦେଖ) — Moṟḍ̠i chhoṟḍ̠i hebā (See)
  • ଦେ. କ୍ରି — ବ୍ୟଥିତ ହେବା; ଶୂଳଗ୍ରସ୍ତ ହେବା — To smart with pain of colic
  • ଦେ. କ୍ରି — ପେଟ କାମୁଡ଼ି ହେବା — To feel colic pain in the abdomen