ମୋଡ଼ି ମୋଡ଼ି Moṟḍ̠i moṟḍ̠i

  • ଦେ. ଅସମାପିକା କ୍ରି. ଓ ବିଣ (ସଂ. ମର୍ଦ୍ଦନ) — ମୋଡ଼ିବା କାର୍ଯ୍ୟ କରି; ମର୍ଦ୍ଦନ କରି — By twisting
  • ଦେ. ଅସମାପିକା କ୍ରି. ଓ ବିଣ (ସଂ. ମର୍ଦ୍ଦନ) — [ଉ—ପାଣ୍ଡବେ ଏହା ଶୁଣି ବାହୁ ମୋଡ଼ି ମୋଡ଼ି, କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।]
  • ଦେ. ବିଣ — ଚକ୍ର; ବଙ୍କା — Curved
  • ଦେ. ବିଣ — [ଉ—ସାପଟା ମୋଡ଼ି ମୋଡ଼ି ହୋଇ ପଳାଉଛି।]