ମୋଡ଼ି ଭିଡ଼ି ହେବା Moṟḍ̠i bhiṟḍ̠i hebā

  • ଦେ. କ୍ରି — ଦେହ ହାତ ଭିଡ଼ି ମୋଡ଼ି ହୋଇ ଅଳସ ମେଣ୍ଟାଇବା — To turn over or twist one's limbs to overcome laziness
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବା ପାଇଁ ମୁହଁରେ ମନା ନ କରି ଅଙ୍ଗଭଙ୍ଗୀଦ୍ୱାରା ଅନିଚ୍ଛା କରିବା — (figurative) To express unwillingness to do a work by sings (and not by words)