ମୋଡ଼ା ପଡ଼ିବା Moṟḍ̠ā paṟḍ̠ibā
- ଦେ. କ୍ରି — ବଙ୍କେଇ ହୋଇଯିବା; ବକ୍ର ହେବା — To bend; to be twisted
- ଦେ. କ୍ରି — (ଉ— ମୋଡା ନ ପଡିବାକୁ ଗୁଣ ମୁଦୀଆକୁ, ଖଞ୍ଜିଲେ ନକୁଳ ଏ ଡାଳକୁ ସେ ଡାଳକୁ—କୃଷ୍ଣସିଂହ. ମହାଭାରତ)
- ଦେ. କ୍ରି — ବହୁତ ବଳା ଯାଇଥିବା ସୂତା ଆଦି ଯୋଡି ହୋଇ ଯାଇ ଏକତ୍ର ହୋଇଯିବା — (thread or rope) To become entwined or too much twisted