ମୋହିଁବା Mohiñbā
- ଦେ. କ୍ରି. (ସକର୍ମକ) (ସଂ. ମଥ୍ ଧାତୁ) — (ଦଧି, ଦୁଗ୍ଧ ଆଦି ଜଳୀୟ ପଦାର୍ଥକୁ) ମୁହାଁଇବା; ମଥିତ କରିବା — To agitate (a liquid); to churn
- ଦେ. କ୍ରି. (ସକର୍ମକ) (ସଂ. ମଥ୍ ଧାତୁ) — (ସକର୍ମକ) (ସଂ. ମୁଖ) (କୌଣସି ବସ୍ତୁ, ସ୍ଥାନ ବା ଜନ୍ତୁର) ଅଭିମୁଖରେ ଗତି କରିବା — To move to- wards (Something)
- ଦେ. କ୍ରି. (ସକର୍ମକ) (ସଂ. ମଥ୍ ଧାତୁ) — ଆଡ଼କୁ ମୁହଁ କରିବା — To turn one's face towards; to face