ମୋହର କରିବା Mohara karibā

  • ଦେ. କ୍ରି — କାଗଜପତ୍ର ବା ଚିଠି ଉପରେ ପ୍ରତ୍ୟୟ ସକାଶେ କାଳି ବା ଜଉ ସାହାଯ୍ଯରେ ମୁଦ୍ରା ଅଙ୍କିତ କରିବା — To affix a seal to a paper etc