ମୋହନା ମୁଗଲ Mohanā mugala

  • ଦେ. ବି. — ଓଡ଼ିଶାର 'ମାଳିକା'ମାନଙ୍କରେ ଲିଖିତ କଳିର ଶେଷଭାଗରେ ଭାରତ—ଆକ୍ରମଣକାରୀ ବୀର — Name of a hero who is promised to invade India towards the end of Kaḻi J̄uga
  • ଦେ. ବି. — [ଉ— ଏ ଅନ୍ତେ ମୋହନା ମୁଗଲ—ପୃଥୀକି ହୋଇବ ଯେ ଶଲ—ଜଗନ୍ନାଥ. ଭାଗବତ।]