ମୋହନ ମୁହାଁ Mohana muhāñ
- ପ୍ରାଦେ (ବାଲେଶ୍ୱର) ବିଣ. ପୁଂ. (ସଂ. ମୌନ+ମୁଖ) — ଯେଉଁ ଲୋକ ବାହାରକୁ ଖୁବ୍ ନିରୀହ ଓ ସରଳ ବୋଲି ନିଜକୁ ଦେଖାଇ ହୁଏ; ଅଥଚ ଭିତରେ ଭିତରେ ନାନାପ୍ରକାର ଷଡ଼ଯନ୍ତ୍ର ବା ଦୁଷ୍କାର୍ଯ୍ୟରେ ଲିପ୍ତ ଥାଏ; ମଉନମୁହାଁ — A man who shows himself as innocent and simple though engaged in vicious activities such as plotting, intrigues and evil deeds