ମୋହନ ଭୋଗ Mohana bhoga
- ଦେ. ବି. — ହାଲୁଆ; ସୁଜି, ଚିନି ଓ ଘିଅରେ ପ୍ରସ୍ତୁତ ମିଷ୍ଟାନ୍ନବିଶେଷ — A sort of jelly
- ଦେ. ବି. — [ଦ୍ର—ପ୍ରଥମେ ସୁଜିକୁ ଘିଅରେ ଭାଜି, ତା ପରେ ଚିନିକୁ ଦୁଧରେ ମିଶାଇ ଚିନିମିଶା ଦୁଧକୁ ଭଜା ହେଉଥିବା ସୁଜି ଉପରେ ଢାଳି ପାକ କରି ଏହା ପ୍ରସ୍ତୁତ କରାଯାଏ ।
- ଦେ. ବି. — ଚରକରେ ମୋହନଭୋଗର ସଂସ୍କୃତ ନାମ 'ଉତ୍କାରିକା' ଓ ଭାବପ୍ରକାଶରେ 'ଲସ୍ପିକା' ବୋଲି ଉଲ୍ଲେଖ ଅଛି।]