ମୋହନ ଦାସ କରମଚାନ୍ଦ ଗାନ୍ଧି Mohana dāsa karamachānda gāndhi
- ଦେ. ବି. (ନାମ) — ଆଧୁନିକ ଭାରତରେ ଓ ସଭ୍ୟ ଜଗତରେ ନବଯୁଗର ପ୍ରବର୍ତ୍ତୟିତା ମହାପୁରୁଷ ମହାତ୍ମା ଗାନ୍ଧି — Mahātmā Gāndhi
- ଦେ. ବି. (ନାମ) — ଗାନ୍ଧି ମହାତ୍ମା (ଦେଖ) — Gāndhi Mahātmā (See)
- ଦେ. ବି. (ନାମ) — [ଦ୍ର— ଏହି ଭାଷାକୋଷର ଦ୍ୱିତୀୟ ଖଣ୍ଡର 2198 ପୃଷ୍ଠାର ଦ୍ୱିତୀୟ ସ୍ତମ୍ଭରେ 'ଗାନ୍ଧି ମହାତ୍ମା' ଶବ୍ଦରେ 'ମୋହନଲାଲ କରମଚାନ୍ଦ ଗାନ୍ଧି' ବୋଲି ଭ୍ରମବଶତଃ ପ୍ରକାଶିତ ହୋଇ— ଅଛି। ତାହା 'ମୋହନ ଦାସ କରମଚାନ୍ଦ ଗାନ୍ଧି' ହେବ ।] — [ଦ୍ର— ଏହି ଭାଷାକୋଷର ଦ୍ୱିତୀୟ ଖଣ୍ଡର2198ପୃଷ୍ଠାର ଦ୍ୱିତୀୟ ସ୍ତମ୍ଭରେ 'ଗାନ୍ଧି ମହାତ୍ମା' ଶବ୍ଦରେ 'ମୋହନଲାଲ କରମଚାନ୍ଦ ଗାନ୍ଧି' ବୋଲି ଭ୍ରମବଶତଃ ପ୍ରକାଶିତ ହୋଇ— ଅଛି ତାହା 'ମୋହନ ଦାସ କରମଚାନ୍ଦ ଗାନ୍ଧି' ହେବ ]